ମାଲକାନଗିରି ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ (ସତୀଗୁଡା ଡ଼୍ୟାମର ଜଳ ସ୍ତର ହ୍ରାସ)

ମାଲକାନଗିରି। ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ଯୋଗାଣ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ହେଉ ଥିବା ବେଳେ…

ପିତୃ ମାତୃ ହିନ ଶିଶୁକୁ ଥଇଥାନ କଲା ଆଇନ୍ ସେବା ପ୍ରାଧିକରଣ

ମାଲକାନଗିରି। ଜଣେ ପିତୃ ମାତୃ ହିନ ଶିଶୁ ବିପଦ ସଙ୍କୁଳ ଅବସ୍ଥା ରେ ଜୀବନ ଅତିବାହିତ କରୁଥିବା ବେଳେ ଆଇନ୍ ସେବା…

ଓଡ଼ିଶା ସୁରକ୍ଷା ସେନାର ପ୍ରାର୍ଥୀ ରାଜେଶ କୁମାର ପାତ୍ର କଟକ-ବାରବାଟୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

କଟକ: ଓଡିଶା ସୁରକ୍ଷା ସେନା ପକ୍ଷରୁ ରାଜେଶ କୁମାର ପାତ୍ର କଟକ-ବାରବାଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ସମର୍ଥନ କରାଯାଇଛି।…

ଗ୍ରୀଷ୍ମେ ଅନୁଚିନ୍ତା

(କବି କେଶବ ଚନ୍ଦ୍ର ନାୟକ) କୋଇଲି କଣ୍ଠରୁ ଝରୁ ନାହିଁ ଆଉ କୁହୁ କୁହୁ ମିଠା ସ୍ବର…. ଗ୍ରୀଷମ ବିଷମ ତାତି…

ଯଶୋବନ୍ତ ରଣାଙ୍କ ଯୋଗୁଁ ଥଇଥାନ ହେଲେ ଦୁଇ ଅନାଥ ଶିଶୁ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁ ରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ l ପିତା ଉଦ୍ଧବ…

ନାମାଙ୍କନ ପତ୍ର କିଣିଲେ ଓଡ଼ିଶା ସୁରକ୍ଷା ସେନାର କଟକ-ବାରବାଟି ବିଧାନ ସଭା ପ୍ରାର୍ଥୀ

କଟକ : ଓଡ଼ିଶା ସୁରକ୍ଷା ସେନାର କଟକ-ବାରବାଟି ବିଧାନ ସଭା ପ୍ରାର୍ଥୀ ରାଜେଶ କୁମାର ପାତ୍ର ଆଜି କଟକ ଉପ ଜିଲ୍ଲପାଳଙ୍କ…

ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ୧୦ ଗୋଟି‌ ଦାବିପତ୍ର ପ୍ରଦାନ

ମାଲକାନଗିରି : ମଇ ପହିଲା ଶ୍ରମିକ ଦିବସ ପାଳନ ଅବସରରେ ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ମାଲକାନଗିରି…

ସୀମାନ୍ତରେ ଯବାନ ଓ ନକ୍ସଲଙ୍କ ଗୁଳି ବିନିମୟ,୭ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ନାରାୟଣ ପୁର ଜିଲ୍ଲାର ୫୦ କିମି ଦୂରରେ ଥିବା ଜଙ୍ଗଲ ମଧ୍ୟରେ…

ଚାରି ଗିରଫ,୫୨୫ କିଲୋ ଗଞ୍ଜେଇ ଜବତ

ମାଲକାନଗିରି : ଓର୍କେଲ ପୋଲିସ ଦ୍ବାରା ୪ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇ ଥିବା ବେଳେ ସେମାନଙ୍କ…

ରାଜେଶ କୁମାର ପାତ୍ର ହେଲେ ଓଡ଼ିଶା ସୁରକ୍ଷା ସେନାର କଟକ – ବାରବାଟୀ ବିଧାନ ସଭା ପ୍ରାର୍ଥୀ

କଟକ : ଚଳିତ ନିର୍ବାଚନ ପାଇଁ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ରାଜେଶ କୁମାର ପାତ୍ର ଙ୍କୁ କଟକ – ବାରବାଟୀ…