ନାମାଙ୍କନ ପତ୍ର କିଣିଲେ ଓଡ଼ିଶା ସୁରକ୍ଷା ସେନାର କଟକ-ବାରବାଟି ବିଧାନ ସଭା ପ୍ରାର୍ଥୀ

କଟକ : ଓଡ଼ିଶା ସୁରକ୍ଷା ସେନାର କଟକ-ବାରବାଟି ବିଧାନ ସଭା ପ୍ରାର୍ଥୀ ରାଜେଶ କୁମାର ପାତ୍ର ଆଜି କଟକ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର କିଣିଛନ୍ତି । ୧୦,୦୦୦ ଟଙ୍କା ଅମାନତ ଭାବେ ଅର୍ଥ ଜମା କରି ଏହି ନାମାଙ୍କନ ପତ୍ର ନେଇଛନ୍ତି ।

ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ୪ ତାରିଖ ଦିନ ବିଶାଳ ଶୋଭାଯାତ୍ରାରେ ଆସି ସେ ନିଜର ନାମାଙ୍କନ ଦାଖଲ କରିବେ ।

Leave a Reply

Your email address will not be published. Required fields are marked *