ଆଜି ଚଣ୍ଡିଖୋଲ ଓ ବେଣାପୁର ଗସ୍ତରେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦାନ !

ଆଜି ଚଣ୍ଡିଖୋଲ ର ବେଣାପୁର ଠାରେ ଜନ ସମୁଦ୍ର, ଯାଜପୁର ଜିଲ୍ଲା ବଡ଼ଚଣା ଅନର୍ଗତ ଚଣ୍ଡିଖୋଲର ବେଣା ପୁର ରେ ଆଜି ଉତ୍ସାହ  ମାହୋଲ୍ ଦେଖିବାକୁ ମିଳିଥିଲା | ଆଜି ଦିନ ୩ ଟା ବେଳେ ବିୟୁସେନା ବିମାନ ଯୋଗେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବେଣା ପୁର ଠାରେ ଏକ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ, ପ୍ରଧାନମନ୍ତ୍ରୀ ଙ୍କ ସହିତ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟପାଳ ରଘୁବୀର ଦାସ,କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ,ଆଜି ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ପାରାଦ୍ୱୀପ ତେପନ ନଂ ଜାତୀୟ ରାଜପଥ ର ୮ ଲେନ ବିଶିଷ୍ଠ ରାସ୍ତା ର ଶିଳାନ୍ୟାସ କରିଥିଲେ, | ତା ସହିତ ହରିଦାସପୁର ପାରାଦ୍ୱୀପ ଏକ ପାସେଞ୍ଜର ଟ୍ରେନ କୁ ପତାକା ହଲାଇ ଶୁଭ ଉଦ୍ ଘାଟନ କରିଥିଲେ | ଏକ ଦଳୀୟ କାଯ୍ୟକ୍ରମ ରେ ଯୋଗ ଦାନ କରି ସେଠାରେ ଥିବା ଲକ୍ଷ୍ୟ ଲକ୍ଷ୍ୟ ଲୋକମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ, ଶେଷ ରେ ଏକ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟା ବର୍ତନ କରିଥିଲେ |

Leave a Reply

Your email address will not be published. Required fields are marked *