ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ବଡ଼ ଦୁଃଖର କଥା ଯେ ଯେତେ ଜଲଦି ଉଠେ, ସେତେ ଜଲଦି ପଡେ।ଓଡ଼ିଶାର ରାଜକୋଷ ଆଉ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ବଳରେ ଓଡ଼ିଶାରେ ଚଳାଇ ଥିଲେ ଅଫିସର ତନ୍ତ୍ର, ଅଫିସର ରାଜ। 5T ର ଅଧ୍ୟକ୍ଷ ଭାବେ ସେ 30 ଟି ଜିଲ୍ଲାରେ ଜନଶୁଣାଣୀ କରୁଥିଲେ। ବିଜୁ ଜନତାଦଳ ର ନେତା ହୋଇଥିବା ସ୍ଥଳୀରେ ସେ ସିଏମଓ ରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟ କ୍ରମ ରେ ସମସ୍ତେ ଅଫିସର ଓ ରାଜନୈତିକ ନେତା ମାନେ ଅତିଷ୍ଠ ହୋଇ ପଡିଥିଲେ। ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଆଲୋଚନା ଓ ଚାପ, ତଥା ରାଜନୈତିକ ନେତାଙ୍କ ଅସନ୍ତୋଷ ନିର୍ବାଚନ କମିଶନ ର ଦୃଷ୍ଟି କୁ ବାରମ୍ବାର ଆସିଥିଲା। ଗତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ମଧ୍ଯ ତାହାର ଉପଯୋଗ କରୁଥିଲେ।ସିଏମଓ ରେ ଅବସ୍ଥାପିତ କରାଯାଇଥିଲା।ହେଲେ ନିର୍ବାଚନ କମିଶନ ର କହିଲେ ଯେ ତାଙ୍କୁ ବେଆଇନ ଭାବରେ ଅବସ୍ଥାପିତ କରାଯାଇ ଥିଲା। ସିଏମଓ ର ତାଲିକା ଲିଷ୍ଟ ରୁ ଭି. କେ. ପାଣ୍ଡିଆନ୍ ଙ୍କ ନାମ ହଟିବା ଅର୍ଥ ବର୍ତ୍ତମାନ ସେ ସରକାରୀ ଦାୟିତ୍ଵ ରେ ନାହାଁନ୍ତି। ସେ ଜନେ ବିଜୁ ଜନତା ଦଳର ନେତା