ଦୋଳପୂର୍ଣ୍ଣିମା ଓ ପବିତ୍ର ହୋଲି ର ଶୁଭକାମନା।

ଅମ୍ବିକା ପ୍ରସନ୍ନ ତ୍ରିପାଠୀ (କଟକ)।

ଆଜି ତା 26 ରିଖ ମାର୍ଚ୍ଚ ମାସ ଏକ ମହାନ ପରମ୍ପରା ପବିତ୍ର ହୋଲି ବା ରଙ୍ଗ ଖେଳର ଦିବସ। ପୌରାଣିକ କିମ୍ବଦନ୍ତୀ ଭାରତୀୟ ସଂସ୍କୃତି ପରମ୍ପରା ର ଏକ ପବିତ୍ର ଦିବସ ହୋଲି। ପ୍ରତ୍ୟେକ ପରିବାର ମଧ୍ୟରେ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ଵଜନ ଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ରେ ପିଠା ପଣା ରେ ଏହି ପର୍ବ କୁ ଯାକ ଜମକ ମଧ୍ୟରେ ପାଳନ ହୁଏ।ଗ୍ରୀଷ୍ମ ର ପ୍ରାରମ୍ଭ ପୂର୍ବରୁ ଶରିର ରେ ଅବିର ର ପ୍ରଭାବ ବା ତ୍ଵଚା ର ସୁରକ୍ଷା ପାଇଁ ଅବିର ଖେଳିବା ନିହାତି ଜରୁରୀ।

ଯାଦବ ବା ଗୋପାଳ ମାନଙ୍କର ଏହି ଦୋଳପୂର୍ଣ୍ଣିମା ଏକ ମୁଖ୍ୟ ପର୍ବ। ଦୋଳପୂର୍ଣ୍ଣିମା ବା ହୋଲି ପର୍ବରେ ସମସ୍ତଙ୍କୁ କ୍ରାନ୍ତି ଓଡିଶା ଡିଜିଟାଲ୍ ମିଡ଼ିଆ ତରଫରୁ(ଅମ୍ବିକା ପ୍ରସନ୍ନ ତ୍ରିପାଠୀ) ଅଭିନନ୍ଦନ ଓ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *