ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାର୍ଚ୍ଚ ୫ ତାରିଖ ରେ ଚଣ୍ଡିଖୋଲ ଗସ୍ତ |

ଆସନ୍ତା ୫ ତାରିଖ ରେ ପ୍ରଧାନମନ୍ତ୍ରୀ ଙ୍କ ଚଣ୍ଡିଖୋଲ ଗସ୍ତ ଓ ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ଚଣ୍ଡିଖୋଲ ର ବେଣାପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ଯୋଗଦାନ କରିବାର କାଯ୍ୟକ୍ରମ ରହିଛି | ତା ସହିତ ଚଣ୍ଡିଖୋଲ ପାରାଦ୍ୱୀପ 53ନଂ ଜାତୀୟ ରାଜପଥ ର ୮ ଲେନ ବିଶିଷ୍ଟ ରାସ୍ତା ର ଶିଳାନ୍ୟାସ କରିବେ ଓ ଅନ୍ୟାନ୍ୟ କାଯ୍ୟକ୍ରମ ରେ ଯୋଗଦାନ କରିବେ | ସେଥିପାଇଁ ଆଜି ବିଭିନ୍ନ ପୋଲିସ ଅଧିକାରୀ ଓ ପଦସ୍ଥ ଅଧିକାରୀ ମାନେ ଆସି ସୁରକ୍ଷା ବ୍ୟବସ୍ଥା କୁ କଡାକଡି ଯାଞ୍ଚ କରିଛନ୍ତି, ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେପି ଶିବିର ଚଳ ଚଂଚଳ ହୋଇ ପଡିଛି |

Leave a Reply

Your email address will not be published. Required fields are marked *