ବଡ଼ଚଣା ବ୍ଲକ ରେ ୭ ଜଣ ଏ 1 ଗ୍ରେଡ଼ ପାଇ ସଫଳ ଗ୍ରେଡ଼ କରିଛନ୍ତି

ଚଳିତ ଦଶମ ଶେଣୀ ପରୀକ୍ଷା ରେ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରେ ୭ ଜଣ ପରୀ କ୍ଷା ଥି ଏ 1 ଗ୍ରେଡ଼ରେ ସଫଳ ପାଇଛନ୍ତି. ବଡ଼ଚଣା ସରକାରୀ ବିଦ୍ୟାଳୟ ର ସୁଶ୍ରୀ ଶୁଭଦର୍ଶନୀ ପଣ୍ଡା.545 ନମ୍ବର ଛ ମୌଜା ବିଦ୍ୟା ପୀଠ ର ସୃତି ରେଖା ମଲ୍ଲିକ 540. ସରକାରୀ ହାଇସ୍କୁଲ ଚଣ୍ଡିଖୋଲ ର ଅଙ୍କିତା ଦାସ 540. ଖଡ଼ିଅ ଙ୍ଗ ହାଇସ୍କୁଲ ର ସଂଶିତା ମହାନ୍ତି 556. ମା ମଙ୍ଗଳା ହାଇସ୍କୁଲ ର ସୁତି ଦିପା ମହାନ୍ତି 540.

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ର ଦୁଇ ଜଣ ବିଶ୍ୱ ଜିତ ଖୁଣ୍ଟିଆ 552ଓ ଦିଶା ରାଣୀ ବିଶ୍ୱାଳ 547ନମ୍ବର ରଖିଛନ୍ତି.ଏଥିରେ ଜଣେ ପୁଅ ଥିବାବେଳେ ୬ ଜଣ ଝିଅ ଏ 1ଗ୍ରେ ଡ ପାଇଛନ୍ତି. ସେଇ ପରି 64ବିଦ୍ୟାଳୟ ମଧ୍ୟ ରୁ 30ରୁ ଅଧିକ ବିଦ୍ୟାଳୟ ଶତ ପତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି.

ଶଶିକାନ୍ତ ସାହୁ. କ୍ରାନ୍ତି ଓଡିଶା. ବଡ଼ଚଣା.

Leave a Reply

Your email address will not be published. Required fields are marked *