କଂଗ୍ରେସ ଭବନରେ ଟିକେଟ ପାଇଁ କଳି ; ଟିକେଟ ପାଉନଥିବା ଆଶଂକାରେ ଧାରଣାରେ ବସିଛନ୍ତି ସମର୍ଥକ !

କଂଗ୍ରେସ ଭବନରେ ଟିକେଟ ପାଇଁ କଳି, କଂଗ୍ରେସ ଭବନରେ ଧାରଣା ଦେଲେ ସୁଦର୍ଶନଙ୍କ ସମର୍ଥକ । ଜଳେଶ୍ବର ବିଧାନସଭା ଆସନ ପାଇଁ ଆଶାୟୀ ଅଛନ୍ତି ସୁଦର୍ଶନ ଦାସ । ଟିକେଟ ପାଉନଥିବା ଆଶଂକାରେ ଧାରଣାରେ ବସିଛନ୍ତି ସମର୍ଥକ । ଧାରଣାରତ କଂଗ୍ରେସ କର୍ମୀଙ୍କୁ ବୁଝାଉଛନ୍ତି ପିସିସି ସଭାପତି । କଂଗ୍ରେସରେ ଏ ଯାଏ ଟିକେଟ ଘୋଷଣା ହୋଇନି ଏବେଠୁ ବଢିଲାଣି ଅସନ୍ତୋଷ ।

Leave a Reply

Your email address will not be published. Required fields are marked *