ରାଜଗାଙ୍ଗପୁର/ନୂତନ ଅବକାରୀ ଅଧିକାରୀ ଙ୍କ ଯୋଗଦାନ। ରାଣିବନ୍ଦ ସ୍ଥିତ ଅବକାରୀ ଥାନା ଅଧିକାରୀ ଶ୍ରୀ ସତ୍ୟଜିତ ସାମଳ ଙ୍କ ଅନ୍ୟତ୍ର ବଦଳି ହେବାପରେ ତାଙ୍କରି ସ୍ଥାନରେ ବାଲେଶ୍ଵର ରେ କାର୍ଯ୍ୟରତ ଥିବା ଅବକାରୀ ଅଧିକାରୀ ଶ୍ରୀ ବିଜୟ ଲାକ୍ରା ରାଜଗାଙ୍ଗପୁର ଅବକାରୀ ଅଧିକାରୀ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଛନ୍ତି ରାଜଗାଙ୍ଗପୁର ଅଞ୍ଚଳ ରେ ଚୋରା, ନକଲି ମଦ କାରବାର ବିଭିନ୍ନ ନିଶାଦ୍ରବ୍ୟ ବିକ୍ରୀ ଉପରେ ଅଙ୍କୁଶ ନିମନ୍ତେ ଚଢାଉ କରାଯାଇ ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ରେ ନିଶାମୁକ୍ତ କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଓ ଦାଇତ୍ୱ ବୋଲି ସୁଚନା ଦେଇଥିଲେ।

ତାଙ୍କୁ କ୍ରାନ୍ତି ଓଡ଼ିଶା ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଥିଲା।