ରାଜଗାଙ୍ଗପୁର ପୈରପାଳିକା ପକ୍ଷରୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ

୭୬ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜଗାଙ୍ଗପୁର ପୈରପାଳିକା ପକ୍ଷରୁ ସହରରେ ଥିବା ସମସ୍ତ ବରପୁତ୍ର ସ୍ବାଧିନତା ସଂଗ୍ରାମୀ ଓ ବୀର ଶହୀଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଏହି ଅବସରରେ ସୁବାଷ ଛକ ଠାରେ ସୁବାଷ ବୋଷ, ବିଜୁପଟ୍ଟନାୟକ ଛକ ଠାରେ ବିଜୁବାବୁ,ରାଣିବନ୍ଦ ବିର୍ସା ମୁଣ୍ଡା ଛକରେ ବୀର ବିର୍ସା ମୁଣ୍ଡା,ଓସିଏଲ କଲୋନୀ ଉତ୍କଳମଣି ଗୋପବନ୍ଧୁ ଦାସ, ଲିପଲୋଇ ସ୍ଥିତ ଶହୀଦ ପ୍ରଦିପ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଉପାଧ୍ୟକ୍ଷ ଏମଡି ଇରଫାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ କାଉନସିଲର ସୁସ୍ମିତା ଟିଡୁ,ସିମରନ ତନ୍ତି,କୈସର୍ ପରବିନ, ଡକ୍ଟର ଐସର୍ଆ ପାଣିଗ୍ରାହୀ , କୋଶଳ ସିଂ, ଗୋବର୍ଦ୍ଧନ ତନ୍ତୀ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *