ରାଜଗାଙ୍ଗପୁର ବିଭିନ୍ନ ମନ୍ଦିର ଠାରେ ରାମ ଲଲା ଙ୍କ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ

ରାଜଗାଙ୍ଗପୁର ବିଭିନ୍ନ ମନ୍ଦିର ଠାରେ ରାମ ଲଲା ଙ୍କ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ। ରାଜଗାଙ୍ଗପୁର ଐତିହାସିକ ବାବାତଲାବ ପୋଖରୀ ନିକଟ ରେ ଅବସ୍ଥିତ ବଜରଙ୍ଗ ମନ୍ଦିର ଓ ପାହାଡି ମନ୍ଦିର ତଥା ବିଭିନ୍ନ ମନ୍ଦିର ପରିସରରେ ଅଯୋଧ୍ୟା ନଗରୀ ରେ ରାମ ଲଲା ଙ୍କ ଏକ ବର୍ଷ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବିଭିନ୍ନ ହିନ୍ଦୁ ସଙ୍ଗଠନ ଓ ବିଜେପି ଦଳ ପକ୍ଷରୁ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ହିନ୍ଦୁଧର୍ମର ପରମ୍ପରା ରୀତି ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା ମହିଳା ଶ୍ରଦ୍ଧାଳୁ ନାଚଗୀତ ତାଳେ ତାଳେ ସମସ୍ତ ଜନସାଧାରଣ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *