ରାଜଗାଙ୍ଗପୁର ଜଗତନାୟକ ମନ୍ଦିର ର ସର୍ଣ ଜୟନ୍ତୀ ପାଳନ।

ଡାଲମିଆ ସିମେଣ୍ଟ କଂପାନୀ ର କଲୋନୀ ପରିସରରେ ଥିବା ଜଗତନାୟକ ମନ୍ଦିର ର ସର୍ଣ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଅବସରରେ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଗୋଶାଳା

ରୁ କଳସ ଯାତ୍ରାରେ ଶହଶହ ମହିଳା ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ଜଗତନାୟକ ମନ୍ଦିର ଠାରେ କଳସ ସ୍ଥାପନ କରି ରାମାୟଣ ପାଠ ପଢି ହବନ କରାଯାଇ ଭଜନ କୀର୍ତ୍ତନ ସହ ସାଇ ମନ୍ଦିର ପରିକ୍ରମା ପରେ ଆରତୀ ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ପରେ ସମସ୍ତ ଭକ୍ତଙ୍କ ନିମନ୍ତେ ଭୋଗ ର ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *