ଅନ୍ତର୍ଗତ ବିଭିନ୍ନ ସ୍ଥାନ ରୁ ଶହଶହ ଶ୍ରଦ୍ଧାଳୁ ଅଗ୍ରସନ ଭବନ ପରିସରରେ ଶ୍ରୀ ଶ୍ୟାମ ଭଗବାନ୍ ଙ୍କ ପୂଜା ଅର୍ଚ୍ଚନା କରି ଶହଶହ ଭକ୍ତ ହାତରେ ଚେରୁଆ ପତକା ଧାରଣ କରି ସହର ପରିକ୍ରମା
କରିଥିଲେ। ଅଗ୍ରସନ ଭବନ ପରିସରରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶ୍ରୀ ଶ୍ୟାମ ବିହାରୀଙ୍କ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା କରି ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆହୋଜକ ମଣ୍ଡଳୀ ପକ୍ଷରୁ ସୁଚନା ଦିଆଯାଇଥିଲା। ଏହି ଅବସରରେ ଆନନ୍ଦ ଶର୍ମା ଚେତନା ଶର୍ମା ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମ ରେ ଭାଗନେଇ ଥିଲେ।