ଖୋଲି ଅନାୟାସରେ ମୋବାଇଲ ଚୋରି କରି ନେଇଯାଉଥିବା ନିକଟସ୍ଥ ସିସିଟିଭି କ୍ୟାମେରା ରେ ଦେଖାଦେଇଛି ଉକ୍ତ ଘଟଣାକୁ ନେଇ ଚୋରି ହୋଇଥିବା ମୋବାଇଲ ର ମାଳିକ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଯାଞ୍ଚ ପରେ ଚୋର ର ଗତିବିଧି ଉପରେ ଲକ୍ଷ୍ୟ ରଖି ପୋଲିସ ତଦନ୍ତ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି। ସାଧାରଣ ଲୋକ ଙ୍କ ଅଭିଯୋଗ ରାଣିବନ୍ଧ ଅଞ୍ଚଳ ରେ ଦିନକୁ ଦିନ ଚୋରଙ୍କ ଉତପାତ ବୃଦ୍ଧି ପାଇବାରେ ଲାଗିଛି ପୋଲିସ ପକ୍ଷରୁ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ଜଣାଇଛନ୍ତି।
