ରାଜଗାଙ୍ଗପୁର/ବିଭିନ୍ନ ସମସ୍ୟା କୁ ନେଇ ବିଧାୟକ DRM ଙ୍କ ସହ ଆଲୋଚନା। ରାଜଗାଙ୍ଗପୁର ରେଳଷ୍ଟେସନ ଠାରେ ଯାତ୍ରୀ ବିଭିନ୍ନ ସମସ୍ୟା ଓ ସୁବିଧା

ସମ୍ବନ୍ଧ ରେ ରାଜଗାଙ୍ଗପୁର ବିଧାନସଭା ର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଏବଂ ଚକ୍ରଧର ଡିଭିଜନ DMR ଶ୍ରୀ ତରୁଣ ବରିହା ଙ୍କ ସହ ରାଜଗାଙ୍ଗପୁର ରେଳଷ୍ଟେସନ କାର୍ଯ୍ୟଳୟ ଠାରେ ରେଳ ଯାତ୍ରା ସମୟରେ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ପାଣିୟ ଜଳ, ଫୁଟ ଓଭର ବ୍ରିଜ ପାରିପାର୍ଶ୍ୱିକ ବିକାଶ ଆଧୁନିକ ଯାତ୍ରୀ ରହଣୀ ସ୍ଥଳ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ବିସ୍ତୃତ ଭାବରେ ଆଲୋଚନା କରି ଯଥା ଶୀଘ୍ର ପଦକ୍ଷେପ ନେବାକୁ ନିବେଦନ କରିଥିଲେ ଉକ୍ତ ଆଲୋଚନା ରେ ରାଜଗାଙ୍ଗପୁର ସହର ର ବିଭିନ୍ନ ସାମାଜିକ ସଂଗଠନ ସ୍ବେଛାସେବୀ ସଂସ୍ଥା ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *