ଙ୍କ ବହୁ ଦିନର ସ୍ବପ୍ନ ଆଶା ଆକାଂକ୍ଷା ପୁରଣ କଲେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ,ରେଳ ମନ୍ତ୍ରୀ ଶ୍ରୀ ଯୁକ୍ତ ଅଶ୍ଵିନୀ ବୈଇସ୍ନବ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୁକ୍ତ ଜୁଏଲ ଓରାମ, ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ପୁର୍ବତନ ବିଧାୟକ ବିଭିନ୍ନ ରାଜନୈତିକ ଦଳର ନେତାକର୍ମି , ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସାଧାରଣ ନାଗରିକ।ନୂତନ ବର୍ଷ ର ଉପହାର ସ୍ବରୂପ ମୋର୍ଆ ,ହାଟିଆ ଓ ଆଜାଦ ହୀନ୍ଦ ଦୃତଗାମୀ ଟ୍ରନ ରାଜଗାଙ୍ଗପୁର ରେଳଷ୍ଟେସନରେ ଶହଶହ ସାଧାରଣ ନାଗରିକ, ବିଭିନ୍ନ ସାମାଜିକ ସ୍ବେଛାସେବୀ ସଂଘଟଣ ରାଜନୈତିକ ଦଳର ନେତାକର୍ମି ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ସଂଘଟଣ ଙ୍କ ଉପସ୍ଥିତି ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ଜୁଏଲ ଓରାମ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ରେଳ ବିଭାଗର ଅଧିକାରୀ ଶ୍ରୀ ତରୁଣ ଜୀ
ସାଗୁଆ ପତାକା ଦେଖାଇ ଦୃତଗାମୀ ଟ୍ରନ ଚଳାଚଳ ପାଇଁ ଶୁଭାରମ୍ଭ କଲେ ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ବିଡ଼ିଓ ଶ୍ରୀ ଅକ୍ଷୟ କୁମାର ବାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଡାଲମିଆ ସିମେଣ୍ଟ କାରଖାନାର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ଜୀ ଓ କେନ୍ଦ୍ରୀୟ ପୁଲିସ ବଳ ସ୍ଥାନୀୟ ପୋଲିସ ପ୍ରଶାସନ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।