ଏକଲବ୍ୟ ଆବାସିକା ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବରେ ଶାଗରିକା ପଣ୍ଡା ଛାତ୍ର ଛାତ୍ରୀ ଙ୍କୁ ପାଠ ପଡାଉଥିଲେ । ଆଜି ସକାଳେ ସ୍କୁଲ ପରିସରରେ ରହୁଥିବା ନିଜ ଗୃହର ପଂଖା ରେ ଝୁଲନ୍ତା ଅବସ୍ଥାରେ ଥିବା ରାଜଗାଙ୍ଗପୁର ପୋଲିସ ଥାନା ରେ ସୁଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଲାଇ଼ଗଂ ସରକାରୀ ଡାକ୍ତରଖାନାରେ ପଠାଇଥିଲେ ଡାକ୍ତରି ଯାଞ୍ଚ ପରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହ ଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲିି ସୁଚନା ମିଳିଛି ମୃତ ଶାଗରିକା ପଣ୍ଡା ଙ୍କ ସ୍ଵାମୀ ଗ୍ୟାନରଞନ ତ୍ରିପାଠୀ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ । ତାଙ୍କୁ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଅଟକ ରଖାଯାଇ ତଦନ୍ତ ଜାରି ରଖିଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଉକ୍ତ ଖବର ରାଜଗାଙ୍ଗପୁର ଲାଇଗଂ ଓ କାଂସବାହାଲ ଅଞ୍ଚଳ ରେ ଚର୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି।
