ରାଜଗାଙ୍ଗପୁର/ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ କେନ୍ଦ୍ର ମନ୍ତ୍ରୀ।

 

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସମସ୍ତ ଅଞ୍ଚଳର ଓ ଆଖପାଖ ଗ୍ରାମର ଜନସାଧାରଣଙ୍କ ରେଳ ଗମନାଗମନ ସୁବିଧା ନିମନ୍ତେ ରାଜଗାଙ୍ଗପୁର ଜନସାଧାରଣ ବହୁ ବାର ଆନ୍ଦୋଳନ, ଧାରଣା ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ,ବିଧାୟକ, ସାଂସଦ ପ୍ରାସାସନିକ ଅଧିକାରୀ, ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ଉକ୍ତ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସରକାରଙ୍କୁ ବାରମ୍ବାର ରାଜଗାଙ୍ଗପୁର ଜନସାଧାରଣ ନିବେଦନ କରିଥିଲେ। ଆଜି ପତ୍ର ମାଧ୍ୟମରେ ରାଜଗାଙ୍ଗପୁର ରେଳ ଷ୍ଟେସନରେ ଦୃତଗାମୀ ଟ୍ରନ ରହଣୀ ଖୁସିରେ ସମସ୍ତ ଜନସାଧାରଣ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *