ଓ ଅଭିନନ୍ଦନ ପ୍ରଦାନ।୨୦୨୫ ନବବର୍ଷ ଉପଲକ୍ଷେ ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ର ଜନସାଧାରଣ, ଦଳୀୟ ନେତା କର୍ମୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସାମାଜିକ, ସ୍ବେଛାସେବୀ ସଂଘଟଣ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମ, ବିଶିଷ୍ଟ ଶିଳ୍ପପତି,ସମାଜସେବୀ ଓ ସାଧାରଣ ନାଗରିକ ରାଜଗାଙ୍ଗପୁର ବିଧାନସଭା ଆସନ ର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଙ୍କୁ ତାଙ୍କର କାଂସବାହାଲ କାର୍ଯ୍ୟଳୟ ଓ ବାସଭବନ ଠାରେ ସାକ୍ଷାତକରି ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିବା ସହ ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳ ର ସର୍ବାଙ୍ଗିନ ବିକାଶ, ଉନ୍ନତି ପାଇଁ କାମନା କରିଥିଲେ। ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ମଧ୍ୟ ଅନୁରୂପ ବାର୍ତ୍ତା ସମସ୍ତ ଙ୍କୁ ପ୍ରଦାନ କରିଥିଲେ।