ରାଜଗାଙ୍ଗପୁର/ନୂତନ ବର୍ଷ ଉପଲକ୍ଷେ ଭକ୍ତ ଙ୍କ ସମାଗମ।

ରାଜଗାଙ୍ଗପୁର ଭାରତ ପ୍ରସିଦ୍ଧ ଘୋଗର ଧାମ ମନ୍ଦିର ଠାରେ ନୂତନ ବର୍ଷ ୨୦୨୫ ଉପଲକ୍ଷେ ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଶାନ୍ତି ଶୃଙ୍ଖଳା

ସହ ଘୋଗର ମନ୍ଦିର ଠାରେ ଧାଡ଼ି ହୋଇ ଘୋଗରେଶ୍ଵର ମହାଦେବ ଙ୍କୁ ଜଳାଭିଷେକ ପୂଜା ଅର୍ଚ୍ଚନା କରି ନିଜ ପରିବାର ବ୍ୟାବସାୟ ଓ ଜଗତ ର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ ମନ୍ଦିର ପ୍ରସାଶନ ପକ୍ଷରୁ ଭକ୍ତ ଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *