ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ହକି ଖେଲ ପଡ଼ିଆ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାକର୍ମି ଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଧାୟକ ମନ୍ତ୍ରୀଙ୍କ ସଭା, ସମିତି ବୈଠକ ନିର୍ବାଚନ ରେଲି ଅନୁଷ୍ଠିତ ହେବା ସମୟରେ ବଡ଼ ବଡ଼ ଗାଡ଼ି ଖେଳ ପଡିଆ ରେ ପ୍ରବେଶ ସମୟରେ ପ୍ରାଚେରୀ ଗେଟ୍ ଭଂଗା ଯାଇଥାଏ ମାତ୍ରା ପ୍ରାୟ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଗେଟ୍ ମରାମତି ନ ହେବା ତଥା ଆଲୋକର ବ୍ୟାବସ୍ଥା ନ ଥିବାରୁ ଖେଲ ପଡ଼ିଆ ଠାରେ ଛୋଟ ବଡ଼ ଗାଡ଼ି ଦିନ ବା ରାତିରେ ଅବାଧ ରେ କିଛି ସମାଜ ବିରୋଧି ଲୋକ ପ୍ରବେଶ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ରେ ଲିପ୍ତ ରହୁଥିବା ସ୍ଥାନୀୟ ଜନସାଧାରଣ ବାରମ୍ବାର ପୈରପାଳିକା କୁ ଅଭିଯୋଗ କରି ନିରାଶ ହୋଇଛନ୍ତି । ଉକ୍ତ ପ୍ରାଚେରୀ ମରାମତି କରାଯାଇ ଗେଟ୍ ନିର୍ମାଣ ଓ ଆଲୋକ ବ୍ୟାବସ୍ଥା ପାଇଁ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ନିକଟରେ ଜନସାଧାରଣ ନିବେଦନ କରିଛନ୍ତି।