ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ରେ ବହୁବାର ଅଭିଯୋଗ ପରେ କିଛି ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ଓ X-RAY machine ତଥା ଡ଼ାକ୍ତର ନିଯୁକ୍ତ କରାଯାଇ ଦନ୍ତ ରୋଗୀଙ୍କୁ ଚିକିତ୍ସିତ ଆଜି ପଯ୍ୟନ୍ତ କରିଆସୁଛନ୍ତି ମାତ୍ର ବିଭିନ୍ନ ସମୟରେ X-RAY machine ଅଚଳ ହେବା ସହ ବାରମ୍ବାର ମରାମତି ହୋଇ ମଧ୍ୟ କାର୍ଯକାରୀ ନ ହେବାରୁ ସ୍ଥାନୀୟ ଦନ୍ତ ରୋଗୀଙ୍କୁ ବିଭିନ୍ନ ସମସ୍ୟା ହେଉଥିବା ଅଭିଯୋଗ ହେଉଛି ଉକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ସାଧାରଣ ନାଗରିକ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି।