ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସୁବାଷ ଛକ ନିକଟରେ କଂଗ୍ରେସ ଭବନ ପଛପଟେ ଗତକାଲି ରାତିରେ ଏକ ଛୋଟିଆ ଡବା ରେ ସମସ୍ତ ଙ୍କ ଅଜାଣତରେ କେହି ଖୁବ ଛୋଟ ଶିଶୁକୁ ନିଛାଟିଆ ବଣଜଙ୍ଗଲ ଘେରା ଘାସ ବୁଦା ଠାରେ ପକାଇ ପଲାଇ ଯାଇଥିଲା ସୁଚନା ପାଇ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଶିଶୁ ଛୁଆ ଉଦ୍ଧାର କରି ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ର ଶବ ବ୍ୟବଚ୍ଛେଦ ଗୃହ ଠାରେ ରଖାଯାଇ ଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଥିଲା ଉକ୍ତ ଘଟଣା ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି।