ରାଜଗାଙ୍ଗପୁର ସହର ର ଜଣାଶୁଣା ସମାଜସେବୀ କିଶୋର ମାହାନ୍ତି ଓ ତାଙ୍କର ପରିବାରର ପକ୍ଷରୁ ସହର ର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଗରିବଙ୍କୁ ପ୍ରବଳ ଶୀତ ଦାଉରୁ ନିଜକୁ ରକ୍ଷା ନିମନ୍ତେ ପ୍ରାୟ ୩୦୦ କମ୍ବଳ ବିତରଣ କରିଛନ୍ତି ସେହି ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ସହର ର ବାରୁପଡା ଭିଲେଜ କମିଟି ର ସଦସ୍ୟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ଅତ୍ୟନ୍ତ ଗରିବ ବୃଦ୍ଧା ବୃଦ୍ଧି ଙ୍କୁ କମ୍ବଳ ପ୍ରଦାନ କରିଥିଲେ। ଉକ୍ତ ଜନସେବା କାର୍ଯ୍ୟକ୍ରମ ଆଗରୁ ଜାରି ରହିବ ବୋଲି ପରିବାର ପକ୍ଷରୁ ସୁଚନା ଦେଇଥିଲେ।