ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାଣ୍ଡୁପଡା ସରସ୍ଵତୀ ଶିଶୁ ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ମୂଖ୍ୟ ଅତିଥି ଭାବେ ନବ ଦୁର୍ଗା ଗ୍ରୃପ ଅଫ୍ କଂପାନୀ କାର୍ଯ୍ୟ ନିର୍ଦେଶିକା ଶ୍ରୀ ମତି ବିନିତା ଗାଡୋଦିଆ ସମ୍ମାନୀୟ ଅତିଥି ଭାବେ ଆର ଏଚ ମେଗନେସୀଟିଆ କଂପାନୀ ର ମୁଖ୍ୟ ଶ୍ରୀ ବିରେନ୍ଦ୍ର ପ୍ରସାଦ, ପୁର୍ବତନ ପୈରପାଳିକା ଚେୟାରମେନ ଶ୍ରୀ ମତି ସୁଶ୍ରିତା ପାଇକରାୟ ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ସାହୁ ବିଦ୍ୟାଳୟ ର ସଭାପତି ଶ୍ରୀ ଏକାଦଶୀ ପାଇରା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ପୁରୋହିତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚକ୍ରଧର ପରିଡ଼ା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମାଜିକ ସଂଗଠନ ସ୍ବେଛାସେବୀ ସଂସ୍ଥାର ଜନସାଧାରଣ ବିଦ୍ୟାଳୟ ର କର୍ତ୍ତୃପକ୍ଷ ଛାତ୍ର ଛାତ୍ରୀ ପରିଚାଳନା କମିଟିର ସଦସ୍ୟ ଅଭିଭାବକ ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଭାରତୀୟ ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।