ରାଜଗାଙ୍ଗପୁର/ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ବଜାର ରେ ପ୍ରବେଶ ନିଷିଦ୍ଧ।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସାପ୍ତାହିକ ବଜାର ରେ ଗୁରୁତର ଓ ରବିବାର ହାଟବାରି ଥିବାରୁ ଉକ୍ତ ଦୁଇଦିନ ବଜାର ହାଟ ସୁରୁଖୁରୁରେ ପରିଚାଳନା ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ତଥା ଆଖପାଖ ଅଞ୍ଚଳ ରୁ ଆସୁଥିବା ସମସ୍ତ ଜନସାଧାରଣ ଅବଗତ ନିମନ୍ତେ ଅଟୋ ଓ ବିଗ୍ଗାପନ ମାଧ୍ୟମରେ ସୁଚନା ଦିଆଯିବା ସହ ଆଇନ ଅମାନ୍ୟ କଲେ ୧୦୦ ଟଙ୍କା ଜୋରିମାନା ଆଦାୟ ପାଇଁ ସମସ୍ତ ଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସ୍ଥାନୀୟ ଜନସାଧାରଣ ବଜାର ମଧ୍ୟରେ ଦୁଇ ଚକିଆ ଗାଡ଼ି ପ୍ରବେଶ କୁ ବ୍ୟାବସାୟୀ ବିରୋଧ କରିଥିଲେ ଉକ୍ତ ଘଟଣାକୁ କେନ୍ଦ୍ର କରି ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଙ୍କୁ ସାପ୍ତାହିକ ବଜାର ରେ ଆଇନ ଅମାନ୍ୟ ଲୋକଙ୍କ ଠାରୁ ଟଙ୍କା ଜୋରିମାନା ପାଇଁ ପଠାଇଥିଲେ।

Leave a Reply

Your email address will not be published. Required fields are marked *