ରାଜଗାଙ୍ଗପୁର/ଅତିଥି ଙ୍କ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା।

ରାଜଗାଙ୍ଗପୁର ସହର ର ଐତିହାସିକ ଝରଝରା ମହୋତ୍ସବ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କମୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ଉପସ୍ଥିତି ରେ ଝରଝରା ମହୋତ୍ସବ କମିଟି ର ସଭାପତି ଆନନ୍ଦ ଅଗ୍ରୱାଲ ସମ୍ପାଦକ ଅଶୋକ ଦାସ ଉପ ସଭାପତି ରମେଶ ଅଗ୍ରୱାଲ ଯୁଗ୍ମ ସଚିବ ଅଜୟ କୁମାର ସାହୁ ସମାଜସେବୀ ପ୍ରିୟଦର୍ଶିନୀ ଭୋଇ ନୃତ୍ୟ କଳା ଶିକ୍ଷୟତ୍ରୀ ମାନ୍ୟଗଣ୍ୟ ବ୍ୟକ୍ତି କମିଟି ର ସଦସ୍ୟ କିଛି ସାମ୍ବାଦିକ ଙ୍କ ମତାମତକୁ ନେଇ ଚଳିତ ମାସ ୨୦ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ରାଜ୍ୟ ମନ୍ତ୍ରୀ ବିଧାୟକ ସାଂସଦ ପ୍ରାସାସନିକ ଅଧିକାରୀ ବିଶିଷ୍ଟ ଶିଳ୍ପପତି ସମାଜସେବୀ ବିଭିନ୍ନ ସଂଘଟଣ ବରିଷ୍ଠ ନାଗରିକ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାର ନିମନ୍ତ୍ରଣ ଅତିଥି ଙ୍କ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ସହ ରହଣୀ ଓ କାର୍ଯ୍ୟକ୍ରମ ସମୟ କୁ ନେଇ ବିସ୍ତୃତ ଭାବରେ ଆଲୋଚନା କାରା ଯାଇ ପ୍ରତିକାର ପାଇଁ ସମସ୍ତେ ଏକମତ ହୋଇଥିଲେ।

Leave a Reply

Your email address will not be published. Required fields are marked *