ଡାଲମିଆ ସିମେଣ୍ଟ କାରଖାନାର ବିରୁଦ୍ଧରେ ଜନ ଅସନ୍ତୋଷ କ୍ରମଶଃ ତୀବ୍ର ହେବାରେ ଲାଗିଛି।ରାଜଗାଙ୍ଗପୁର ଯୁବକ ସଂଘ ଅନୁକୂଳ ରେ ବିଭିନ୍ନ ୱାର୍ଡ ରୁ ପ୍ରାୟ ୪୦ ରୁ ଉର୍ଦ୍ଧ ଯୁବକ ସର୍ବସାଧାରଣଙ୍କ ଯିବାଆସିବା ରାସ୍ତାରେ ଯାଇଥିବା ଡାଲମିଆ ସିମେଣ୍ଟ କାରଖାନାର କନଭେଆର ବେଳ୍ଟ ଓଭର ବ୍ରିଜ ଉଛେଦ ପାଇଁ ପୈରପାଳିକା କାର୍ଯ୍ୟଳୟ ଘେରାଉ କରିବା ସହ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଓ ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଙ୍କୁ ସେମାନଙ୍କ କାର୍ଯ୍ୟଳୟ ରେ ସାକ୍ଷାତ କରି ଆଲୋଚନା କରି ଯଥା ଶୀଘ୍ର ସମସ୍ତ ଓଭର ବ୍ରିଜ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଉଛେଦ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ଉକ୍ତ ଦାବିପତ୍ର ଜିଲ୍ଲା ପ୍ରଶାସନ, ବିଧାୟକ ଙ୍କୁ ସାକ୍ଷାତ କରି ପ୍ରଦାନ କରାଯିବ ବୋଲିି ସେମାନେ ପ୍ରକାଶ କରିଥିଲେ।