ପୈରପାଳିକା ପକ୍ଷରୁ ଲିପଲୋଇ ନଦୀକୂଳରେ ରାଜଗାଙ୍ଗପୁର ସହର ର ସମସ୍ତ ଅଳିଆ ଆବର୍ଜନା ପକେଇବା ପାଇଁ ଡମ୍ପପିଗିଂୟାର୍ଡ ରେ କିଛି ଅସାଧୁ ଲୋକଙ୍କ ଉପସ୍ଥିତିରେ ଡାଲମିଆ ସିମେଣ୍ଟ କାରଖାନାରେ ପ୍ରତିଦିନ ଶହଶହ ଟ୍ରକ ଯୋଗ ଭାରତ ର ବିଭିନ୍ନ ସ୍ଥାନରୁ ଅ ଦରକାରୀ ପଦାର୍ଥ,ମଇଳି ଆବର୍ଜନା ଜାଣେନି ପାଇଁ ଆସି ଖରାପ ବର୍ଜ୍ୟବସ୍ତୁ ଟ୍ରକ ଫେରେଇ ଦେବାପରେ ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟରେ OD07AG1233 ଟ୍ରକ କୁ ଚୋରା ଛିପା ରେ ପୈରପାଳିକା ଡମ୍ଫପିଗଂୟାର୍ଡ ଠାରେ ଖାଲି କରୁଥିବା ଅଭିଯୋଗ ପାଇ କାଉନସିଲର ସୁଧୀର ସାଙ୍କ ନେତୃତ୍ବରେ ପୈରପାଳିକା କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଆବର୍ଜନା ଭର୍ତି ଟ୍ରକ କୁ ଅଟକାଇ ବିରୋଧ କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ପହଞ୍ଚି ପୈରପାଳିକା କର୍ମଚାରୀ ଙ୍କ ସହ ଯୁକ୍ତିତର୍କ ହେଉଥିବା ପରିଲକ୍ଷିତ ହୋଇଥିଲା।