ରାଜଗାଙ୍ଗପୁର/ ସମାଜସେବୀ ଓ ପକ୍ଷୀ ପ୍ରେମିକ ଙ୍କ ମିଳିତ ଉଦ୍ୟମରେ ପକ୍ଷୀ ର ଜୀବନ ବଞ୍ଚିଲା।

ରାଜଗାଙ୍ଗପୁର ନୂତନ ରେଳଷ୍ଟେସନ ଓଭର ବ୍ରିଜ ନିକଟରେ ରେଳ ଲାଇନ ଉପରେ ବିକୃତ ତାର ସ୍ପର୍ଶରେ ଆସି ତିନୋଟି ପକ୍ଷୀ ତଲେ ପଡ଼ି ଛଟପଟ ଅଚେତ ହେଉଥିବା ଦେଖି ସ୍ଥାନୀୟ ସମାଜସେବୀ ସୁରଜ୍ ସରକାରଙ୍କ ଉଦ୍ୟମ କ୍ରମେ କିଛି ପକ୍ଷୀ ପ୍ରେମି ଘଟଣା ସ୍ଥଳରେ ପହଁଚି ପକ୍ଷୀମାନଙ୍କୁ ନିଜର ମୁହଁ ଲଗେଇ କିଛି ସମୟ ଫୁଙ୍କିବା ପରେ ଗୋଟିଏ ପକ୍ଷୀ ଜୀବିତ ହେବା ଦେଖି ସମସ୍ତେ ଆନନ୍ଦ ରେ ବିଭୋର ହୋଇ ଉଠିଥିଲେ। ମାନବିକତା ଏବେ ମଧ୍ୟ ଜୀବିତ ଥିବା ସାଧାରଣ ରେ ଆଲୋଚନା ହେଉଥିବା ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *