ରାଜଗାଙ୍ଗପୁର/ ହାଇ୍ଆ ଗାଡ଼ି ର ଯନ୍ତ୍ରାଂଶ ଭାଂଗିଲା ଅଳ୍ପକେ ବର୍ତ୍ତିଲେ ଲୋକେ ।

ରାଜଗାଙ୍ଗପୁର ସହର ର ସବୁଠାରୁ ବ୍ୟାସ୍ତ ବହୁଳ ରାସ୍ତା ସହକାରୀ ଡାକ୍ତରଖାନା ନିକଟସ୍ଥ ଇସଲାମ ଛକ ଠାରେ ଗେଟି ବୋଝେଇ ହାଇ୍ଆ ଗାଡ଼ି ର କୈାଣସି ଯନ୍ତ୍ରାଂଶ ରାସ୍ତାରେ ଯିବା ସମୟରେ ହଠାତ୍ ଭାଂଗି ଯିବାରୁ ଗାଡ଼ି ଏକପାଖିଆ ହୋଇ ସର୍ବସାଧାରଣଙ୍କ ଯିବାଆସିବା ରାସ୍ତାରେ ଗମନାଗମନ ରେ ବାଧା ସୃଷ୍ଟି ହୋଇଥିଲା। ସୁବାସ ଛକ ଓ ଇନ୍ଦିରା ଗାନ୍ଧୀ ଛକରେ ବଡ଼ ଛୋଟ ଗାଡ଼ି ର ଲମ୍ବା ଲାଇନ ଓ ଟ୍ରାଫିକ ସମସ୍ୟା ଉପୁଜୁଥିବା ତଥା ଓଭର ଲୋଡ ଯୋଗୁଁ ଉକ୍ତ ସମସ୍ୟାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *