BREAKING : ଓଳାଶୁଣୀ ପାହାଡ ନିକଟରେ ଏକ ଗଛ ରେ ଝୁଲନ୍ତା ଅବସ୍ଥା ରେ ମୃତ ବ୍ୟକ୍ତି ଉଦ୍ଧାର

ଯାଜପୁର, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତରଗତ ଓଳାଶୁଣୀ ପାହାଡ ନିକଟରେ ଏକ ଗଛ ରେ ମୃତ ବ୍ୟକ୍ତି ର ଝୁଲନ୍ତା ଅବସ୍ଥା ରେ ଶବ ଉଦ୍ଧାର କରାଯାଇଛି.

ମୃତ ବ୍ୟକ୍ତି ଜଣକ ଲଳିତ ଗିରି ପଂଚାୟତ ର ଗଙ୍ଗାଧର ବୋଲି ଜଣାପଡିଛି. ଲୋକଟି ଆତ୍ମ ହତ୍ୟା କରି ଥିବା ବୋଲି ସେଠାକାର ଲୋକମାନେ ଅନୁମାନ କରୁଛନ୍ତି. ପୋଲିସ ସେଠାରେ ପହଂଚି ଶବ ଟିକୁ ଉଦ୍ଧାର କରିଛି.

Leave a Reply

Your email address will not be published. Required fields are marked *