ରାଜଗାଙ୍ଗପୁର ମୋ ସେବା କେନ୍ଦ୍ର ରୁ ଚୋରି।

ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ଝଗରପୁର ଗ୍ରାମ ମୁଖ୍ୟ ଛକରେ ଥିବା ମୋ ସେବା କେନ୍ଦ୍ର ରୁ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ର ଆଜବେଷ୍ଟସ ଛାତ ଭାଂଗି ମୋ ସେବା କେନ୍ଦ୍ର ଟେବୁଲ୍ ଆଲମାରୀ ରେ ରଖାଯାଇଥିବା ପ୍ରାୟ ୧୨ ହଜାର ଟଙ୍କା ଚୋରି ହୋଇଥିବା ଲାଖିତ ଏତଲା ଆଜି ଝଗରପୁର ସରପଞ୍ଚ ଲଳିତ ଲାକ୍ରା ରାଜଗାଙ୍ଗପୁର ଥାନା ରେ ପ୍ରଦାନ କରିଥିଲେ। ଉକ୍ତ ସ୍ଥାନରେ ଥିବା ହାଇମାକ୍ମ ଲାଇଟ୍ ବହୁ ଦିନରୁ ଜଲୁ ନ ଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *