ରାଜଗାଙ୍ଗପୁର କନଭେଆର ବେଳ୍ଟ ଓଭର ବ୍ରିଜ ନିର୍ମାଣ ନିମନ୍ତେ ଥାନା ରେ ଦ୍ଵାରସ୍ଥ।

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କନଭେଆର ବେଳ୍ଟ ଓଭର ବ୍ରିଜ ଭୁଷୁଡି ପଡିବା ପରେ ପୈରପାଳିକା ପକ୍ଷରୁ ସମସ୍ତ ଲୁହା ଓଭର ବ୍ରିଜ ନିର୍ମାଣ ବେ ଆଇନ ଦର୍ଶାଇ ପୂର୍ବ ଚୁକ୍ତି ନାମା ରଧ୍ୟ କରିଥିଲେ ସେହି ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ଅଞ୍ଚଳ ର କିଛି ସମାଜସେବୀ ରମେଶ ସୋନି ଙ୍କ ନେତୃତ୍ବରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୁନର୍ବାର କନଭେଆର ବେଳ୍ଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନ ଦେବା ସହ ବେ ଆଇନ କାର୍ଯ ଓ ଡାଲମିଆ ସିମେଣ୍ଟ କାରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କୁ ଥାନା ରେ ସାକ୍ଷାତ କରି ଅଭିଯୋଗ ପତ୍ର ଦାଖଲ କରିଥିଲେ ଉକ୍ତ ଅଭିଯୋଗ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *