ରାଜଗାଙ୍ଗପୁର ସ୍କୁଲ ରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ର ଛାତ୍ରୀ।

ରାଜଗାଙ୍ଗପୁର ବ୍ଳକ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମୀ ଶ୍ରେଣୀ ଅଧ୍ୟୟନ ନିମନ୍ତେ ୧୭୮ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ କେବଳ ୪ ଜଣ ଶିକ୍ଷକ ପାଠ ପକେଇବା ପାଇଁ ନିୟୋଜିତ ଥିବାରୁ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ରେ ଘୋର ଅସୁବିଧା ଦର୍ଶାଇ ସ୍କୁଲ ର ପରିଚାଳନା କମିଟିର ସଭାପତି ସଦସ୍ୟ ଅଭିଭାବକ ଓ ଛାତ୍ର ଛାତ୍ରୀ ସ୍କୁଲ ମୁଖ୍ୟ ଗେଟ ଠାରେ ତାଲାବନ୍ଦ କରି ଧାରଣା ପ୍ରତିବାଦ କରିଥିଲେ ସୁଚନା ପାଇ ଗୋଷ୍ଠୀ ଶିକ୍ଷ୍ୟା କାର୍ଯ୍ୟାଳୟ ର ବରିଷ୍ଠ ଅଧିକାରୀ ଶ୍ରୀ ମତି ସନ୍ଧ୍ୟା ମହାପାତ୍ର ଘଟଣା ସ୍ଥଳରେ ପହଁଚି ସମସ୍ତ ଙ୍କୁ ବୁଝାସୁଝା କରାଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଯଥାଶୀଘ୍ର କଥାବାର୍ତ୍ତା ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲିି ପ୍ରତିଶୃତି ପ୍ରଦାନ ପ୍ରଦାନ ପରେ ସ୍କୁଲ ର ଅଚଳାବସ୍ଥା ସ୍ଵଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *