ରାଜଗାଙ୍ଗପୁର ଦୁଇ ଚକିଆ ଗାଡ଼ି ଚାଲକ ମଧ୍ୟରେ ଦୁର୍ଘଟଣା।

ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ମାଳୀଡିହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଛକରେ ବାଇକ ଓ ସ୍କୁଟି ଚାଳକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ବାଇକ ଚଳାଇ ଗୁରୁତର ଆହତ ହୋଇ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇ ଅଥିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ପଠାଇଥିଲେ।ବାଇକ ନଂ OD14U 8353 ଯାଞ୍ଚ କରିବା ପରେ କାଲୋ ଟପୋ ଓ ଘର ମାଲିଡିହି ,ଲାଇଗଂ,କାନସବାହାଲ ସ୍କୁଟି ଚାଳକ ଶାଲାଂଗାବାହାଳ, ବ୍ଳକ କୁଆଁରମୁଣ୍ଡା ବୋଲି ପ୍ରାରମ୍ଭିକ ସୁଚନା ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *