ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାରୁପଡା ଗ୍ରାମ ର କିଶୋର ଗନ୍ଧା ବୟସ ଆଖାପାଖି ୪୨ କୈାଣସି କାରଣ ବଶତଃ ପୁର୍ବ ଶତୃତା କୁ କେନ୍ଦ୍ର କରି ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ ଉକ୍ତ ଘଟଣାକୁ କେନ୍ଦ୍ର କରି ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ରେ କିଶୋର ଗନ୍ଧା ଙ୍କ ଶରିର ଡାକ୍ତରି ଯାଞ୍ଚ କରାଯାଇ ଶବ ଗୃହ ଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଜଗାଙ୍ଗପୁର ପୋଲିସ ପକ୍ଷରୁ ୫୩୪ ୨୦୨୪/U/S 103 /I BNS କେସ ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରଖିଥିବା ରାଜଗାଙ୍ଗପୁର ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା।