ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ୬ ନଂ ୱାର୍ଡ ଠାରେ ନିର୍ମାଣଧୀନ ଅଗଂନବାଡି ନିକଟସ୍ଥ ପାର୍କରେ ୧୭ ନଂ ୱାର୍ଡ ବାସିନ୍ଦା ମୁକେଶ ସାହୁ ଙ୍କ ଆଡେଇ ବର୍ଷ ର ଶିଶୁ ପୁତ୍ର ଖେଳୁଥିବା ସମୟରେ ଅସାବଧାନତା ହେତୁ ପାର୍କରେ ଥିବା ପାଣି ଟାଙ୍କିରେ ପଡ଼ି ଯାଇଥିଲା ପରିବାର ଲୋକେ ବହୁ ଖୋଜାଖୋଜି କରି ଶେଷରେ ପାଣିଟାଙ୍କି ରୁ ଉଧାର କରି ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ଭର୍ତି କରାଇବା ପରେ ଡ଼ାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଉକ୍ତ ଦୁଃଖଦ ଖବର ରାଜଗାଙ୍ଗପୁର ଅଞ୍ଚଳ ରେ ଶୋକରେ ଲହରୀ ଖେଳିଯାଇଛି।