ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବ୍ଳକ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵରେ ନୂତନ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସ୍ଥାନୀୟ ଜନସାଧାରଣ ଙ୍କ ଘର ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ସମୟରେ ସରକାରୀ ନିୟମ ଅନୁଯାୟୀ ପୁର୍ତ୍ତ ବିଭାଗ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥିଲେ ମାତ୍ର କିଛି ଘର ଓ ଜମି ମାଳିକ ଟଙ୍କା ପାଇବା ପରେ ମଧ୍ୟ ବିଭିନ୍ନ ଆଲ ଦେଖାଇ ଜମି ନ ଛାଡିବାରୁ ବ୍ରିଜ ନିର୍ମାଣ କାର୍ଯ୍ୟ ରେ ବାଧା ଉପୁଜିଥିଲା ଉକ୍ତ ଘଟଣାକୁ କେନ୍ଦ୍ର କରି ଜିଲ୍ଲାପାଳ ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ଙ୍କୁ ମାଜିଷ୍ଟ୍ରେଟ ଦାଇତ୍ୱ ପ୍ରଦାନ କରି ପୁର୍ତ୍ତ ବିଭାଗ ଅଧିକାରୀ ଶ୍ରୀକାନ୍ତ ସାହୁ, ବସନ୍ତ କୁମାର ସାହୁ ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଓ ରାଜଗାଙ୍ଗପୁର ପୋଲିସ ଉପସ୍ଥିତିରେ ଜେସିବି ଗାଡ଼ି ଲଗାଇ ଜମି ଅଧିଗ୍ରହଣ କରିଥିବା ଘର ମାଲିକଙ୍କ ଘର,କାନ୍ଥ ଭାଗିଂ ସରକାର ନିଜସ୍ବ କବ୍ଜା ରେ ନେଇଥିଲେ।