ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସାପ୍ତାହିକ ବଜାର ରେ ଛୋଟ ପନିପରିବା ବ୍ୟାବସାୟୀ ଚାଷୀ ଙ୍କ ଠାରୁ ଧାର୍ଯ୍ୟ ଠାରୁ ଅଧିକ ବସୁଲି କୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି।
ପୈରପାଳିକା ପକ୍ଷରୁ ପ୍ରତିଦିନ ସାପ୍ତାହିକ ବଜାର ରେ ଆସୁଥିବା ଛୋଟ ପନିପରିବା ବ୍ୟାବସାୟୀ ଚାଷୀ ଙ୍କ ଠାରୁ ପ୍ରଥମେ ୧୦ ଟଙ୍କା,୨୦ ଟଙ୍କା ପରେ ୪୦ ଟଙ୍କା ବସୁଲିକୁ ନେଇ ପରିବା ଦୋକାନି ଛୋଟ ବ୍ୟାବସାୟି ଓ ଚାଷୀ ମାନେ ଏକତ୍ରିତ ହୋଇ ଏହାର କଡ଼ା ବିରୋଧ କରିବା ପରେ ପୈରପାଳିକା ପକ୍ଷରୁ ଆସିଥିବା କର୍ମଚାରୀ ଛତ୍ରଭଙ୍ଗ ହୋଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଉକ୍ତ ଘଟଣାକୁ କେନ୍ଦ୍ର କରି ବଜାର କମିଟି ର ସଭାପତି ଅଶୋକ ଦାସ ଏହାର ଘୋର ନିନ୍ଦା କରି ପ୍ରଶାସନ ନିକଟରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି।