ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କମୁନିଟି ସେଣ୍ଟର ପରିସରରେ ଐତିହାସିକ ରାଜଗାଙ୍ଗପୁର ଝରଝରା ମହୋତ୍ସବ ନିମନ୍ତେ ଡିସେମ୍ବର ୨୦,୨୧,୨୨,୨୩ ତାରିଖ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମ୍ପୁର୍ଣ୍ଣ ବିବରଣୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଥିଲେ |

ଏହି ଅବସରରେ ସଭାପତି ଆନନ୍ଦ ଅଗ୍ରୱାଲ, ସମ୍ପାଦକ ଅଶୋକ ଦାସ, କୋଷାଧ୍ୟକ୍ଷ ପବନ ଗଡୋଡିଆ, କାର୍ଯକାରୀ ସଭାପତି ଷ୍ପାକ ଗୁଡ୍ଡା ଉପ ସଭାପତି ରମେଶ ଅଗ୍ରୱାଲ,ଶୁସିଲ ଲାକ୍ରା, ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ ସମ୍ପାଦକ ରାକେଶ ନନ୍ଦା, ପ୍ରିୟଦର୍ଶିନୀ ଭୋଇ, ବୁଲାଣି ମାଡ୍ରାସ, ସୁଜାତା ଦାସ ଙ୍କ ବହୁ ସଦସ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ଆଲୋଚନା କରିଥିଲେ। ଝରଝରା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ପାଳନ ନିମନ୍ତେ ସମସ୍ତେ ରାଜଗାଙ୍ଗପୁର ଜନସାଧାରଣଙ୍କ ଓ ପୋଲିସ ପ୍ରଶାସନର ସହଯୋଗ କାମନା ମାଗିଥିଲେ।