ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଆଜି ଜିଲ୍ଲା ର ସବୁଠାରୁ ଲୋକପ୍ରିୟ ହକି ପ୍ରତିଯୋଗିତା ଉଦଘାଟିତ ହୋଇଛି।

ଏହି କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ ସମ୍ପାଦକ ରାକେଶ ନନ୍ଦା ଓ ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ର ସମସ୍ତ ପଦ ଅଧିକାରୀ ଙ୍କ ଉପସ୍ଥିତି ରେ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ପରେ କମିଟି ର ପତାକା ଉତ୍ତୋଳନ କରାଯାଇ ହକି ପ୍ରତିଯୋଗିତା ଶୁଭାରମ୍ଭ ହୋଇଥିଲା।