ଜଗାଙ୍ଗପୁର ନୀଳଚକ୍ର ନାମଫଳକ ଅଭଲିତ ଅପରିଷ୍କାର।

ରା ରାଜଗାଙ୍ଗପୁର ଶାଖା ନୀଳଚକ୍ର ନାମଫଳକ ପୌରପାଳିକା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକରେ ସାଧାରଣ ନାଗରିକ ଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତ ଓଡିଆ ଭାଷା କଳା ପରମ୍ପରା ଜାଗୃତି,ସ୍ଵାଗତ , ଶୁଭେଚ୍ଛା, ଅଭିନନ୍ଦନ ଉଦେଶ୍ୟ ରେ ଲଗା ଯାଇଥିଲା ମାତ୍ର ନାମଫଳକ ର ରକ୍ଷଣ ଦାଇତ୍ୱ ଠିକ୍ ଭାବରେ କେହି ନ ତୁଲେଇ ବାରୁ ଆଜି ଅପରିଷ୍କାର ଅଭଲିତ ଅବସ୍ଥା ହୋଇପଡିଛି ବାରମ୍ବାର ଅଭିଯୋଗ ସତ୍ବେ ନୀଳଚକ୍ର ଶାଖା ସଭାପତି ଉକ୍ତ ସମସ୍ୟାର ସମାଧାନ ପାଇଁ କୈାଣସି ପଦକ୍ଷେପ ନେବାକୁ ଆଗଭର ହେଉନଥିବାରୁ ନାମଫଳକ ଅତି ଶୋଚନୀୟ ଅବସ୍ଥା ହୋଇପଡିଛି ତେଣୁ ରାଜଗାଙ୍ଗପୁର ନୀଳଚକ୍ର ପ୍ରେମୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ଓଡିଆ ଭାଷା କଳା ପରମ୍ପରା ଗୈାରବ କୁ ସମ୍ମାନ କରୁଥିବା ବ୍ୟକ୍ତିବିଶେଷ, ସାଧାରଣ ନାଗରିକ ଉକ୍ତ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ନୀଳଚକ୍ର ଶାଖା ସଭାପତି ଙ୍କୁ ଅନୁରୋଧ କରିଛନ୍ତିି।

 ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *