ରାଜଗାଙ୍ଗପୁର ସୁବାଷ ଛକ ରୁ ବେ ଆଇନ ବାଣ ଜବତ ।

ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରି ସୁବାଷ ଛକ ନିକଟରେ ପୈରପାଳିକା ଭଡ଼ା ଦୋକାନ ରୁ ଲକ୍ଷ୍ୟାଧିକ ଟଙ୍କା ର ବେ ଆଇନ ବାଣ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟବସାୟୀ କୁ ଗିରଫ କରି ଥାନରେ ଅଟକ ରଖି ପଚରାଉଚରା କରାଯାଉଥିବା ରାଜଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ସୁଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *