ରାଜଗାଙ୍ଗପୁର ଜଳ ହିଁ ଜୀବନ କାର୍ଯ୍ୟକ୍ରମ ଦିଗହରା।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହର ଘର ଜଳ କାର୍ଯ୍ୟକ୍ରମ ସମୟରେ ମୁଖ୍ୟ ରାସ୍ତା ଓ ବିଭିନ୍ନ ୱାଡ଼ ରେ ରାସ୍ତା ଖୋଲାଯାଇ ପାଣିପାଇପ ଯୋଗୋ ଘରକୁ ଘର ଶୁଦ୍ଧ ପାଣିୟଜଳ ଯୋଗାଣ କରାଯାଇଥିଲା ପରବର୍ତ୍ତୀ ସମୟରେ ଠିକ ଭାବରେ ରାସ୍ତା ମରାମତି ନ ହେବା ଓ ବିଭିନ୍ନ ସ୍ଥାନରେ ପାଇପ ଫାଟି ଜଳ ଯୋଗାଣ ସମୟରେ ଶହଶହ ଲିଟର ପାଣି ନଷ୍ଟ ହେଉଥିବା ସାଧାରଣ ରେ ଅଭିଯୋଗ ହୋଇଛି।ରାଣିବନ୍ଦ ନୂତନ କଲୋନୀ ହୋପ ସ୍କୁଲ ଯିବା ବୁଲାଣି ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *