ରାଜଗାଙ୍ଗପୁର ସହର ରେ ଦାନା ର ପ୍ରଭାବ।

ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ରେ ଆଜି ମହାବାତ୍ୟା ଦାନା ର ପ୍ରଭାବ ଦେଖିବାକୁ ମିଳିଛି ଭୋର ସକାଳୁ କୋହଳ ପାଗ, ଆଚ୍ଛାଦିତ କଲା ମେଘ ଝିପିଝିପି ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି ଅପରାହ୍ନ ଚାରିଟା ପରଠାରୁ କ୍ରମାଗତ ବର୍ଷା ଯୋଗୁଁ ରାସ୍ତା ଘାଟ ବିଭିନ୍ନ ଛକ ଅଞ୍ଚଳ ଲୋକ ଶୂନ୍ୟ ହେବାରେ ପରିଲକ୍ଷିତ ହୋଇଛି। ଅଧିକାଂଶ ଜନସାଧାରଣ ନିଜ ନିଜର ଘରେ ରହି ପାଣିପାଗ ଓ ରାଜ୍ୟ ର ସୁଚନା ଟିଭି ଚ୍ୟାନେଲ ମାଧ୍ୟମ ରେ ସଂଗ୍ରହ କରୁଥିବା ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *