ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ଐତିହାସିକ ଗଣପର୍ବ ଝରଝରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କମୁନିଟି ସେଣ୍ଟର ପରିସରରେ ସମ୍ପାଦକ ଅଶୋକ ଦାସ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଏଡିପିଓ ଡକ୍ଟର ଅଭିଷେକ ପାଣିଗ୍ରାହୀ, ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ନୂତନ ସଭାପତି ଆନନ୍ଦ ଅଗ୍ରୱାଲ, କାର୍ଯକାରୀ ସଭାପତି ଷ୍ପାକ ଗୁଡ୍ଡା,ଉପ ସଭାପତି ରମେଶ ଅଗ୍ରୱାଲ, ଝରଝରା ମହୋତ୍ସବ ପ୍ରତିଷ୍ଠାତା ସଦସ୍ୟ ସୁମନ ଦତ୍ତ, ଅଜୟ ସାହୁ,ପିସି ପଟ୍ଟନାୟକ, ରାଜେଶ ଶର୍ମା, ରାକେଶ ନନ୍ଦା,ଜଫାର ମୋବିନ,ନନ୍ଦୁ ଅଗ୍ରୱାଲ, ଏମଡି ଅଫଜାଳ,ଏନ କେ ସିଂ,ଶେଖର ଦଧିଚି, ଗୋପାଳ ଶର୍ମା,କୋୟା ବାବୁ, ପ୍ରିୟଦର୍ଶିନୀ ଭୋଇ, ସୁଜାତା ଦାସ,ବୋଳାଣି ମେଡେମ,ଶୁରେସ ଦାସଙ୍କ ସହ ବହୁ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଝରଝରା ମହୋତ୍ସବ ଶାନ୍ତି ଶୃଙ୍ଖଳା, ଭାଇଚାରା ସହ ପାଳନ ପାଇଁ ଏକମତ ହୋଇଥିଲେ।

ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।