ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ୧୪ନଂ ୱାର୍ଡ ରାଣିବନ୍ଧ ସ୍କୁଲ ପଛପଟେ ରହୁଥିବା ଜିଲ୍ଲା ର ଜଣାଶୁଣା ଆଦିବାସୀ ନେତା ତଥା ପୁର୍ବତନ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ଆଗଧାଡିଆ ସକ୍ରୀୟ ସଦସ୍ୟ ବର୍ତମାନ ନିଜସ୍ୱ ଜମିରେ ଚାଷ କାମ କରୁଥିବା ହାରେଣ ବାଗେଙ୍କ ବଡ଼ ଝିଅ ନିବେଦିତା ବାଗେ ଛୋଟ ବେଳୁ କଠିଣ ପରିଶ୍ରମ ଓ ପାଠପଢ଼ା କରି ଆଜି ଓଡ଼ିଶା ପ୍ରସାଶନିକ ସେବା (ଓଏଏସ୍ )ପରୀକ୍ଷା ରେ ୬୧୦ ରେଙ୍କ ରଖି ରାଜଗାଙ୍ଗପୁର ସହର ଓ ନିଜର ଜନ୍ମସ୍ଥାନ ରାଣିବନ୍ଧ ମାଟିର ଗୈାରବ ଆଣି ମାଁ ଜୁଲିଆନି ବାଗେଓ ବାପାଙ୍କ ସ୍ବପ୍ନକୁ ସାକାର କରିପାରିଛନ୍ତି।