ରାଜଗାଙ୍ଗପୁର ପୈରପାଳିକା ଓ ପୋଲିସ ମିଳିତ ଆନୁକୁଲ୍ୟରେ ଚଢ଼ାଉ।

ରାଜଗାଙ୍ଗପୁର ପୈରପାଳିକା ଓ ପୋଲିସ ପକ୍ଷରୁ ମିଳିତ ଆନୁକୁଲ୍ୟରେ ରାଜଗାଙ୍ଗପୁର ସୁବାଷ ଛକ ଅଞ୍ଚଳ ରେ ବିଭିନ୍ନ ସ୍ଥାନ ଓ ଦୋକାନରେ ଅତର୍କିତ ଚଢ଼ାଉ କରି ସାଧାରଣ ନାଗରିକ ଙ୍କ ଠାରୁ ୧୫.୦୦୦ ଟଙ୍କା ହୋଲ୍ଡିଂଗ କର ଆଦାୟ କରିଥିଲେ । ଯେଉଁ ବ୍ୟବସାୟିକ ଙ୍କ ପାଖରେ ଟ୍ରେଡ ଲାଇସେନ୍ସର ନ ଯାଇ ବ୍ୟବସାୟ କରୁଥିଲେ ସୋମାନଙ୍କ ଠାରୁ ଫାଇନ ଆଦାୟ କରା ଯାଇଥିବା ବିଭାଗୀୟ ଅଧିକାରୀ ସୁଚନା ଦେଇଥିଲେ|

Leave a Reply

Your email address will not be published. Required fields are marked *