ରାଜଗାଙ୍ଗପୁର ସରକାରି ବସ୍ ଷ୍ଟାଣ୍ଡରେ ମୋ ବସ ଛିଡା ପାଇଁ ଜାଗା ନାହିଁ।

ରାଜଗାଙ୍ଗପୁର ସହର ଥାନା ନିକଟରେ ଥିବା ସରକାରୀ ବସ୍ ଷ୍ଟାଣ୍ଡରେ ରାଜ୍ୟ ସରକାରଙ୍କ ମୋ ବସ୍ ଚଳାଚଳ ଓ ରହଣି ପାଇଁ ବେ ସରକାରୀ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରିବା ପରେ ଉଭୟ ଙ୍କ ମଧ୍ୟରେ ବହୁବାର ବିବାଦ ଉପୁଜି ଥାନା ରେ ଦ୍ଵାରସ୍ଥ ହୋଇଥିଲେ ଜାଗା ନମିଳିବାରୁ ମୋ ବସ୍ ରାଜଗାଙ୍ଗପୁର ମୂଖ୍ୟ ରାସ୍ତା ଠାରେ ଅସ୍ଥାୟୀ ଷ୍ଟାଣ୍ଡ କରି ଟ୍ରାଫିକ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଜନସାଧାରଣ ଓ ଦୋକାନି ଥାନରେ ଲିଖିତ ଅଭିଯୋଗ କରିଛନ୍ତି ଉକ୍ତ ଘଟଣାକୁ କେନ୍ଦ୍ର କରି ମୋ ବସ୍ ଡ୍ରାଇଭର ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *